Featured

bitter gourd leaf Recipe,#healthy recipes କଲରା ଶାଗ ଭଜା #Alinamamata channel



Published
କଲରା ଶାଗ ଅତ୍ୟଧିକ ପିତା ହେତୁ ଖାଇବାକୁ ଇଚ୍ଛା ହୁଏନି ସେଥିପାଇଁ ଅନ୍ୟ ଏକ ପଦ୍ଧତି ଦ୍ଵାରା ରୋଷେଇ କଲେ ପାଟିକୁ ସୁଆଦିଆ ଲାଗିବ ଏବଂ ପିତା ଲାଗିବ ନାହିଁ। କଲରା ଶାଗ ଆମ ଶରୀର ପାଇଁ ବହୁତ ଗୁଣକାରୀ ସେଥିପାଇଁ କଲରା ଶାଗ ଖାଇବା ଦରକାର । କଲରା ଶାଗ କୁ କେମିତି ରୋଷେଇ କରାଗଲେ ପାଟି କୁ ସୁଆଦିଆ ଲାଗିବ ଏବଂ ପିତା ଲାଗିବ ନାହିଁ ସେଇ ବିଷୟରେ ଭିଡିଓ ରହିଛି। like share and subscribe
#Alinamamata channel
Category
Healthy food
Be the first to comment