Featured

ସୁସ୍ଥ ହାର୍ଟ ପାଇଁ ଜୀବନଶୈଳୀର ଭୂମିକା | Healthy lifestyle for Healthy Heart | Dr Mahendra Tripathy



Published
#HealthyHeart #OdiaHealthTips #DoctorAdvice

ୟୁରୋପିଆନ୍‌ ଦେଶ ତୁଳନାରେ ଭାରତରେ ହୃଦ୍‌ରୋଗୀଙ୍କ ସଂଖ୍ୟା ବେଶୀ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଛଣାଛଣି ଖାଦ୍ୟର ଅଧିକ ସେବନ, ଶାରୀରିକ ପରିଶ୍ରମର ଅଭାବ ତଥା ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ୍‌ ଜନିତ ସମସ୍ୟା ଅଧିକ ଦେଖାଦେଉଛି। ତେବେ କ’ଣ କଲେ ହୃଦ୍‌ରୋଗ ହେବାର ଆଶଙ୍କା କମିବ? ଏନେଇ ଆସନ୍ତୁ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା।

India has a higher incidence of heart disease than European countries. Unhealthy lifestyles, high consumption of strained food, lack of physical exertion, and heart problems are more common due to diabetes and high blood pressure. So what to do to reduce your risk of heart disease? Let's find out more from Dr Mahendra Prasad Tripathy, a Cardiologist.

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Category
Health
Be the first to comment