Featured

ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Snoring Treatment in Odia | Dr Pradipt Ranjan Sahoo



Published
#Snoring #OdiaHealthTips

ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି। ଫଳରେ ସେମାନଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ସେମାନଙ୍କ ପାଖରେ ଶୋଉଥିବା ଲୋକଙ୍କର ମଧ୍ୟ ନିଦ ଭଲ ହୋଇନଥାଏ। ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ପ୍ରଦୀପ୍ତ ରଞ୍ଜନ ସାହୁଙ୍କଠାରୁ ଜାଣିବା ଘୁଙ୍ଗୁଡ଼ିର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।

ଏହି ଭିଡିଓରେ ରହିଛି,

ଘୁଙ୍ଗୁଡ଼ି କାହିଁକି ହୁଏ? (0:00)
ଘୁଙ୍ଗୁଡ଼ିର ବିଭିନ୍ନ ଲକ୍ଷଣ? (2:41)
ଘୁଙ୍ଗୁଡ଼ି ହେଲେ କ’ଣ କ’ଣ ଅସୁବିଧା ହୋଇପାରେ? (5:21)
ଘୁଙ୍ଗୁଡ଼ିର କାରଣ ଜାଣିବା ପାଇଁ ପରୀକ୍ଷା (6:07)
ସବୁ ଘୁଙ୍ଗୁଡ଼ିରେ କ’ଣ ଚିକିତ୍ସା ଜରୁରୀ? (8:26)
ଘୁଙ୍ଗୁଡ଼ିର ଚିକିତ୍ସା କେମିତି ହୁଏ? (9:31)

Snoring is noisy breathing while you sleep. Everyone from children to adults can suffer from Snoring problems. What is the main cause of Snoring? How to stop Snoring? Let us find out the symptoms and prevention of Snoring from Dr Pradipt Ranjan Sahoo, an ENT & Skull Base Surgeon.

In this Video,

Why does Snoring occur? in Odia (0:00)
Symptoms of Snoring, in Odia (2:41)
Complications with Snoring, in Odia (5:21)
Tests to identify cause of Snoring, in Odia (6:07)
Is treatment necessary for all Snoring? in Odia (8:26)
Treatment of Snoring, in Odia (9:31)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Category
Health
Be the first to comment