ଛୁଆମାନଙ୍କୁ ବାତ ମାରିଲେ କ’ଣ କରିବେ? | Dr Arakhita Swain on Seizures in Children in Odia



Published
#ChildCare #OdiaHealthTips #DoctorAdvice

ବାତ ମାରିବା ବା ମୂର୍ଚ୍ଛାରୋଗ ଏକ ମସ୍ତିଷ୍କଜନିତ ରୋଗ। ଜଣେ ବ୍ୟକ୍ତିକୁ ଫିଟ୍ସ ମାରିଲେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ତେବେ ପିଲାକୁ ଫିଟ୍ସ ବା ବାତ କାହିଁକି ମାରେ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରକ୍ଷିତ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଛୁଆମାନଙ୍କୁ ବାତ ମାରିବା କେତେ ସାଧାରଣ? (0:00)
ନବଜାତ ଶିଶୁଙ୍କୁ ବାତ ମାରିଥାଏ କି? (1:15)
ବାତ ରୋଗକୁ କିପରି ଚିହ୍ନଟ କରାଯାଏ? (4:17)
କାହାକୁ ଫିଟ୍ସ ମାରିଲେ କ’ଣ କରିବେ? (5:48)
ଚିକିତ୍ସା କେତେ ଦିନ ଧରି ଚାଲେ? (8:58)
ଡାକ୍ତରଙ୍କ ପରାମର୍ଶ (9:34)

Seizures or Flexible Image Transport System (FITS) is a brain disease. The cells in our brain work through a kind of electric current. When this current goes out of control, it creates a storm in the brain. As a result, the individual trembles and falls to the ground. Can childhood epilepsy cause problems later in life or is this fatal? Let's find out more from Dr Arakhita Swain, a Paediatrician.

In this Video,

Are seizures common in children? (0:00)
Can a seizure affect a newborn baby? (1:15)
How to identify seizures? (4:17)
What to do if someone has seizures? (5:48)
How long does the treatment last? (8:58)
Doctor's Advice (9:34)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Category
Health
Be the first to comment